bandhana kariba ame

ବନ୍ଦନା କରିବା ଆମେ ବନ୍ଦନା କରିବା
ରାଜାରାଜାଙ୍କୁ ଦେବାଦେବଙ୍କୁ ବନ୍ଦନା କରିବା… (ଘୋଷା)

ଆକାଶ ନିର୍ମାଣକାରୀଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
ସମୁଦ୍ର ବିଭକ୍ତକାରୀଙ୍କୁ ଆମେ ବନ୍ଦନା କରିବା… |୧|

ସ୍ଵର୍ଗ ଉପବିଷ୍ଟ ପ୍ରଭୁଙ୍କୁ ଧରଣୀ ନିର୍ମାଣକାରୀଙ୍କୁ
ମୃତ୍ୟୁବଳ ଭଗ୍ଧକାରୀଙ୍କୁ ଆମେ ବନ୍ଦନା କରିବା… |୨|

ପାପୀଙ୍କ ମୁକତିଦାତାଙ୍କୁ ଈଶ୍ୱରଙ୍କ ସେହି ବାକ୍ୟକୁ
ଆସୁଛନ୍ତି ସେହି ଯୀଶୁଙ୍କୁ ଆମେ ବନ୍ଦନା କରିବା… |୩|

ସୂଚୀମାଳାକୁ ଫେରନ୍ତୁ

Comments

  1. Jeetendra Pani Avatar
    Jeetendra Pani

    ବହୁତ ଭଲ ଅଛି
    ପ୍ରଭୁ ତୁମର ପରିଶ୍ରମ ଉପରେ ବହୁଳ ରୁପରେ
    ଆଶିଷ କରନ୍ତୁ ମଧ୍ୟ ଆପଣଙ୍କ ସେବା କାର୍ଯ୍ୟ ରେ ବହୁଳ ଉାବରେ ଆଶିଷ କରନ୍ତୁ

Leave a Reply to Jeetendra Pani Cancel reply

Your email address will not be published. Required fields are marked *