Tag: Odia Christian Song Lyrics

  • he parishranta bharagrastha

    ହେ … ପରିଶ୍ରାନ୍ତ ଭାର ଗ୍ରସ୍ତ ଲୋକ
    ତାଙ୍କ ସାକ୍ଷୀ ହୁଆ … ତାଙ୍କ ସାକ୍ଷୀ ହୁଆ
    ଯୀଶୁ ତାକୁ ଅଛନ୍ତି
    ଯୀଶୁଡ଼ାକୁ ଅଛନ୍ତି
    ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ …(ଘୋଷା)

    ଏ … ଆକାଶ ଫାଟିବ ଫାଟିବ ।
    ଦିନେନା ଦିନେ ନିଶ୍ଚୟ ଫାଟିବେ ।
    ଏ … ସୁରୁଜ ଲିଭିବ ଲିଭିବ ଦିନେନା ଦିନେ ନିଶ୍ଚୟ ଲିଭିବ
    ମନୋନୀତ ଯେତେ ଯିବେ ସ୍ଵର୍ଗ ଦେଶେ
    ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ … |୧|

    ପୃଥିବୀ ସରିବ ସରିବ ଦିନେନା ଦିନେ ନିଶ୍ଚୟ ସରିବା
    ଚନ୍ଦ୍ରମା ଖସିବ ଖସିବ ଦିନେନା ଦିନେ ନିଶ୍ଚୟ ଖସିବା
    ମନୋନୀତ ଯେତେ ଯିବେ ସ୍ଵର୍ଗ ଦେଶେ
    ତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ …|୨|

    ସୂଚୀମାଳାକୁ ଫେରନ୍ତୁ

  • pratipalaka se ehi jibanara

    ପ୍ରତିପାଳକ ସେ ଏହି ଜୀବନର
    ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର
    ଦୁଃଖରେ ବି ଝଡରେ ବି ଭୟ ନାହିଁ ମୋହର …(ଘୋଷା)

    ମାଗିବା ଆଗରୁ ସିଏ ଯାଚି ମୋତେ ଜାଣନ୍ତି
    କହିବା ଆଗରୁ ମନ କଥା ଜାଣନ୍ତି
    ଭିଜିଗଲେ ମୋର ଦୁଃଖେ ଦୁଇ ଆଖି
    ଲୁହ ପୋଛି ଦିଅନ୍ତି … |୧|

    ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି
    ଝୁଣ୍ଟି ମୁଁ ପଡିଲେ ତୋଳି ମୋତେ ନିଅନ୍ତି
    ହଜିଯାଏ ଯେବେ ପାପ ଦୁନିଆରେ
    ଖୋଜି ମୋତେ ନିଅନ୍ତି … |୨|

    ସୂଚୀମାଳାକୁ ଫେରନ୍ତୁ

  • ki budhi karibi keuthaku jibi

    କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି,
    ଅନ୍ତର ବେଦନା, ମନରେ ଭାବନା,
    ହୃଦଫେଡ଼ି କାହା ଆଗେ ଜଣାଇବି ? (ଘୋଷା)

    କେ ନେବ ମୋ ଦୁଃଖ,
    ଦେବ ମୋତେ ସୁଖ ହୋଇ ପ୍ରସନ୍ନମୁଖ,
    ମୋ ଚିନ୍ତାର ଭାର ପାପ ଦୁରାଚାର
    ଖଣ୍ଡିବାକୁ କାହା ପାଦେ ମୁଁ ଥୋଇବି ?
    ମୋ ମତି ଚଞ୍ଚଳ, ତଡ଼ିତ୍ତି ଚପଳ, ଭ୍ରମୁଥାଏ ତ୍ରିକାଳ,
    ମୋର ନାହିଁ ବଳ, ମୁଁ ଅତି ବିକଳ,
    କାହାବଳେ ତାକୁ ସୁସ୍ଥିର କରିବି ? …. |୧|

    ଜନ୍ମରୁ ପତିତ, ପାପରେ ବିଲିପ୍ତ, କର୍ମରେ କଳଙ୍କିତ,
    ଏଥିରୁ ମାଜିତ, ହେବାକୁ ବିମୁକ୍ତ,
    କାହା ପୂଣ୍ୟବଳେ ଶରଣ ପଶିବି ?
    ଭାବି ମୋ ଦୁର୍ଦ୍ଦଶା, ହୋଇ ନିର୍ଭରସା,
    ଖୋଜିଲି ସତ୍ୟ ଆଶ୍ରା,
    ପାଇଲି ଯୀଶୁଙ୍କୁ, ପାପୀଙ୍କ ବନ୍ଧୁଙ୍କୁ,
    ଜାଣିଲି ମୁଁ ତାଙ୍କ ମରଣେ ବଞ୍ଚିବି …. |୨|

    ହେ ଯୀଶୁ ଈଶ୍ଵର, ଦୟାର ସାଗର,
    କେଡ଼େ ପ୍ରେମ ତୁମ୍ଭର ।
    ମୋ ପାପ କାରଣ ଦେଲ ନିଜ ପ୍ରାଣ,
    ଏ ଅଭୁତ ପ୍ରେମ ହୁଁ ମୁଁ ପାଇବି ?
    ମୋର ଦେହ ପ୍ରାଣ, ବୁଦ୍ଧି ଆପ୍ ମନ, କଲି ପାଦେ ଅର୍ପଣ,
    ତୁମ୍ଭ ପୁଣ୍ୟବଳେ ନଷ୍ଟ ନୋହି କେବେ,
    ଶେଷ ମହାଦିନେ ଗୌରବେ ଉଠିବି … |୩|

    ସୂଚୀମାଳାକୁ ଫେରନ୍ତୁ

  • au kichi prabhu chahenna jibane

    ଆଉ କିଛି ପ୍ରଭୁ ଚାହେଁନା ଜୀବନେ
    ତୁମ୍ଭେ ଯଦି ଥାଅ କତିରେ,
    ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ
    ସମାନ ସବୁ ମୋ କତିରେ … (ଘୋଷା)

    ହୁ ପାଇ ଯେବେ ତୁମଠୁ ପଳାଏ
    ବୁଲେ ମୁଁ ବାହାର ଅନ୍ଧାରେ,
    ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ
    ତୁମରି ପ୍ରଣୟ-କାରାରେ … |୧|

    ସୁଖ ଆଶା କରି ତୁମକୁ ମୁଁ ଛାଡ଼ି
    ବୁଲେ ସିନା ମରୀଚିକାରେ,
    ରବି ଶଶୀ ତାରା ଥାଉଁ ଦିଶାହରା
    ବୁଲିବୁଲି ମରେ ଅନ୍ଧାରେ … |୨|

    ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ
    ରଖ ପ୍ରଭୁ ମୋତେ ଦୁଃଖରେ,
    ଯେଉଁ ସୁଖ ପାଇ ତୁମକୁ ହରାଏ
    (ମୋର) ଲୋଡ଼ା ନାହିଁ ସେହି ସୁଖରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • Pranapriya Pranapriya /പ്രാണപ്രിയാ പ്രാണപ്രിയാ

    Lyrics: Pr. Binu Jose Chacko

    pranapriyaa pranapriyaa
    chankile chora thannenne
    veendeduthavane, veendeduppukaraa

    pranapriyan thante chankile chorayaal
    enneyum veendeduthu (2)
    krupaye krupaye varnnippaan asaaddhyame athu(2)

    nandhi yeshuve nandhi yeshuve
    nee cheyatha nanmakal’kkorayiram nandhi (2)

    en shakthiyaalalla kaiyyude balathaalalla
    nin daya allayo enne nadathiyathe (2)
    ninnathe krupayaal krupayaal daivakrupayaal
    nirthidum dayayaal dayayaal nithyadayayaal
    (nandhi yeshuve)… 2

    kozhi than kunjine chirakadiyil maraykkumpole
    kazhukan than kunjine chirakin methe vahikkumpole(2)
    enniyaal enniyaal theeraatha nanmakal
    cholliyaal cholliyaal theeraatha vankrupakal (2)
    (nandhi yeshuve)… 2

    koorirul thaazhvarayil bhayam koodathe enne nadathiyathaam
    vaishamya medukalil karam pidichu enne nadathunnathaam
    enniyaal enniyaal theeraatha nanmakal
    cholliyaal cholliyaal theeraatha vankrupakal (2)
    (nandhi yeshuve)… 2

    പ്രാണപ്രിയാ പ്രാണപ്രിയാ
    ചങ്കിലെ ചോര തന്നെന്നെ
    വീണ്ടെടുത്തവനെ , വീണ്ടെടുപ്പുകാരാ

    പ്രാണപ്രിയൻ തന്റെ ചങ്കിലെ ചോരയാൽ
    എന്നെയും വീണ്ടെടുത്തു (2)
    കൃപയെ കൃപയെ വർണ്ണിപ്പാൻ അസാദ്ധ്യമേ അത്

    നന്ദി യേശുവേ നന്ദി യേശുവേ
    നീ ചെയത നന്മകൾക്കൊരായിരം നന്ദി (2)

    എൻ ശക്തിയാലല്ല കൈയ്യുടെ ബലത്താലല്ല
    നിൻ ദയ അല്ലയോ എന്നെ നടത്തിയതേ (2)
    നിന്നതു കൃപയാൽ കൃപയാൽ ദൈവകൃപയാൽ
    നിർത്തിടും ദയായാൽ ദയായാൽ നിത്യദയയാൽ
    (നന്ദി യേശുവേ )…2

    കോഴി തൻ കുഞ്ഞിനെ ചിറകടിയിൽ മറയ്ക്കുമ്പോലെ
    കഴുകൻ തൻ കുഞ്ഞിനെ ചിറകിൻ മീതെ വഹിക്കുംപോലെ (2)
    എണ്ണിയാൽ എണ്ണിയാൽ തീരാത്ത നന്മകൾ
    ചൊല്ലിയാൽ ചൊല്ലിയാൽ തീരാത്ത വൻകൃപകൾ (2)
    (നന്ദി യേശുവേ )…2

    കൂരിരുൾ താഴ്വരയിൽ ഭയം കൂടാതെ എന്നെ നടത്തിയതാം
    വൈഷമ്യ മേടുകളിൽ കരം പിടിച്ചു എന്നെ നടത്തുന്നതാം
    എണ്ണിയാൽ എണ്ണിയാൽ തീരാത്ത നന്മകൾ
    ചൊല്ലിയാൽ ചൊല്ലിയാൽ തീരാത്ത വൻകൃപകൾ (2)
    (നന്ദി യേശുവേ) …2

    go back to index

    https://www.youtube.com/watch?v=WtCWvq_te6c
  • mago diyaa jiba khojo paiba

    ମାଗ ଦିଆଯିବ ଖୋଜ ପାଇବା
    ଦୁଆରେ ଆଘାତ କର ଦୁଆର ଖୋଲାଯିବ … (ଘୋଷା)

    ଯୀଶୁପଥ ଯୀଶୁ ସତ୍ୟ ଯୀଶୁ ହିଁ ଜୀବନ
    ପାପୀ କ୍ଷମା ପାଏ ପୁଣି ପାଏ ପରିତ୍ରାଣ
    ଆସ ପରିଶ୍ରାନ୍ତ-ଭାରଗ୍ରସ୍ତ ସମସ୍ତ
    ଆସ ଆଜି ତୁମକୁ ବିଶ୍ରାମ ଦିଆଯିବା … |୧|

    ତୁମ ରାଜ୍ୟ ଆସୁ ପ୍ରଭୁ ସାରା ଏ ଜଗତେ
    ସେବା ଆରାଧନା ନିତି ତୁମ ଇଚ୍ଛା ମତେ
    ଯୀଶୁ ଦ୍ରାକ୍ଷାଲତା ପିତା କୃଷକ
    ତାଙ୍କରି ପାଇଁ ଉତ୍ତମ ଫଳ ଯେ ଫଳୁଥିବୁ … |୨|

    ସୂଚୀମାଳାକୁ ଫେରନ୍ତୁ

  • sarana neuchi charane tumari

    ଶରଣ ନେଉଛି ଚରଣେ ତୁମରି
    ହେ ପ୍ରଭୁ ପରମେଶ୍ଵର (୨ଥର)
    ଚଲାପଥେ ମୋର ଶୟତାନ ଠାରୁ
    ତୁମେ ମୋତେ ରକ୍ଷାକର (ଘୋଷା)

    ବିଦୀର୍ଣ୍ଣ କରିବ ସିଂହ ପରି ସେ ଯେ
    ଏହି ମୋର ଦେହ ପ୍ରାଣ
    ଚୂର୍ଣ୍ଣ କର ହେ ପରାକ୍ରମତାରେ
    ରଖ ତୁମେ ମୋର ପ୍ରାଣ
    କହି ପାରିବନି ଯେହ୍ନେ ସେ କେବେ ବି
    କିଏ ଅଛି ସାହା ତୋର … |୧|

    ଜୀବନର ସାହା ଚଲାପଥେ ରାହା
    ତୁମେ ତ ମୋହର ସବୁ
    ତୁମଲାଗି ମୋର ସକଳ ଗୌରବ
    ତୁମେ ତ୍ରିଭବନ ପ୍ରଭୁ
    ସେହି ପରାକ୍ରମେ ରକ୍ଷା କରି ମୋତେ
    ଆସିଲେ ହିଁ ଦୁର୍ଦ୍ଦିନ ଘୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • jishu mo pranora bandhu

    ଯୀଶୁ ମୋ ପ୍ରାଣର ବନ୍ଧୁ
    ତୁମେ ଦୀନ ଦୟା ସିନ୍ଧୁ
    ଭାଙ୍ଗେ ମୋ ଅନ୍ତର, କାନ୍ଦେ ମୋ ଅନ୍ତର
    ଘେନ ମୋ ଲୋତକ ବିନ୍ଦୁ
    ତୁମେ ଦୀନ ଦୟା ସିନ୍ଦୁ (ଘୋଷା)

    ପାପର ବ୍ୟାଧୁ ଘେରିଛି ହୃଦେ
    କଳିଙ୍କିତ ଏ ଜୀବନ
    ଅନୁତାପର ଲୋତକ ଧାର
    ଝରାଏ ମୁଁ ଅନୁକ୍ଷଣ
    ଛୁଇଁ ଦିଅ ନାଥ କ୍ଷମାର ସେ ହାତ (୨ଥର)
    କ୍ଷମା ମୟ ପାପୀ ବନ୍ଧୁ
    ତୁମ୍ଭେ ଦୀନ ଦୟା ସିନ୍ଧୁ … |୧|

    ସଞ୍ଜ ସକାଳେ ମଧ୍ୟାହ୍ନ କାଳେ
    ଶୁଣ ମୋ ଆଉଁ କ୍ରନ୍ଦନ
    ତୁମ୍ଭ ପାତ୍ରରେ ମୋ ନେତ୍ର ଜଳ
    ରଖହେ ଦୁଃଖ ନାଶନ
    ପୋଛି ଦିଅ ନାଥ ମୋର ହୃଦ ତାପ
    ତୁମେ ମୋ ଆନନ୍ଦ ସିନ୍ଧୁ
    ତୁମ୍ଭେ ଦୀନ ଦୟା ସିନ୍ଧୁ … |୨|

    ସୂଚୀମାଳାକୁ ଫେରନ୍ତୁ

  • jagata tannibashi sada prabhunkara

    ଜଗତ ତନିବାସୀ, ସଦା ପ୍ରଭୁଙ୍କର ପ୍ରଶଂସା ଗାନ କର
    ହାଲିଲୁୟା (୭ଥର) …. (ଘୋଷା)

    ପ୍ରଭୁ ମହାନ ପ୍ରଶଂସନୀୟ
    ସବୁ ଦେବତା ମ ଭୟ ଯୋଗ୍ୟ
    ସକଳ ଦେବତା ପ୍ରତିମା ମାତ୍ର
    ମୋ ଯୀଶୁ ରାଜନ ଈଶ୍ଵର ସତ୍ୟ
    ମହିମା ସମ୍ଭମ, ତାଙ୍କ ନିକଟବର୍ତ୍ତୀ
    ଶକ୍ତି ସଂଭ୍ରମ ତାଙ୍କ ସମ୍ମୁଖବର୍ତ୍ତୀ
    ମହିମା ତାଙ୍କରି ପରାକ୍ରମ ତାଙ୍କରି (୨ଥର)
    ସର୍ବଦା ଗାନ କର … |୧|

    ସ୍ଵର୍ଗ ଯାହାର ସିଂହାସନ
    ପୃଥିବୀଯାହାକୁ ଯେ ପାଦ ପୀଠ
    କରନ୍ତି ନ୍ୟାୟ ସେ ବିଚାର ମଧୋ
    କରନ୍ତି ରାଜ୍ୟ ସେ ଗୋଷ୍ଠୀ ବର୍ଗ ମଧେ
    ଆକାଶ ପୃଥିବୀ ଆନନ୍ଦ କରୁ
    ସମୁଦ୍ର ବାରି ଗର୍ଜନକରୁ
    ମହିମା ତାଙ୍କରି, ଗୌରବ ତାଙ୍କରି (୨ଥର)
    ସର୍ବଦା ଗାନ କର … |୨|

    ସୂଚୀମାଳାକୁ ଫେରନ୍ତୁ

  • Nee ente sangethavum /നീ എൻ്റെ സങ്കേതവും

    Lyrics: Samson Kottoor

    നീ എൻ്റെ സങ്കേതവും,
    നീ എൻ്റെ കോട്ടയും
    നീ എൻ്റെ പ്രാണ നാഥൻ
    നീ എൻ ദൈവം

    ആരാധിക്കും ഞാൻ പൂർണ ഹൃദയമോടെ
    തേടും നിൻ മുഖം ജീവ കാലം എല്ലാം
    സേവിച്ചിടും ഞാൻ എൻ സർവവുമായ
    അടിയനിതാ…

    അടിയനിതാ ദേവ അടിയനിതാ ദേവ
    അടിയനിതാ ദേവ അടിയനിതാ …

    നീ എൻ്റെ രക്ഷകനും
    നീ എൻ്റെ വൈദ്യനും
    നീ എൻ്റെ ആലംബവും
    നീ എൻ ദൈവം

    നീ എൻ്റെ പാലകനും
    നീ എൻ്റെ ആശ്വാസവും
    നീ എൻ്റെ മറവിടവും
    നീ എൻ ദൈവം

    Nee ente sangethavum,
    Nee ente kottayum
    Nee ente praana naathan
    Nee en Dhaivam

    Aaradhikkum njan poorna hrudayamode
    Thedum nin mukam jeeva kaalam ellam
    Sevichidum njan en sarvavumay
    adiyanitha

    Adiyanitha Deva adiyanitha Deva
    Adiyanitha Deva adiyanitha

    Nee ente rakshakanum
    Nee ente vydhyanum
    Nee ente aalambavum
    Nee en Daivam

    Nee ente palakanum
    Nee ente aashwaasavum
    Nee ente maravidavum
    Nee en Daivam

    go back to index