Tag: malayalam christian song lyrics

  • jago jago supto prano

    ଜାଗ ତାଗ ସୁପ୍ତ ପ୍ରାଣ ଆଜି ଜାଗରେ
    ଦେଖ ଯୀଶୁଖ୍ରୀଷ୍ଟ ଆସିବାର ବେଳ ହୋଇଗଲା ରେ.. (ଘୋଷା)

    ଡାକେ ପରିତ୍ରାଣର ବେଳା,
    ଏ ଶୁଭ ସମୟ ଆଉ ନକରିହେଳା
    କରି ଅନୁତାପ, ଛାଡି ପାପ, ଯୀଶୁ ନାମ ଜପରେ I୧|

    ତେଜି ମୋହ, ବିଳାସ ଆଜି
    ପବିତ୍ରତା ବସ୍ତେ ଅଙ୍ଗ ଦିଅରେସାଜି
    (ଯେହ୍ନ) ଆରୋହିବୁ ମେଘ ରଥେ,
    ଯୀଶୁ ରାଜା ସାଥିରେ ।୨।

    ବିଶ୍ବାସ ପ୍ରଦୀପ ତୋହର
    ଜଳି ସଦା ଆଲୋକିତ କରୁ ସଂସାର
    (ସଦା) ଉଛୁଳି ଉଠୁ ଜୀବନ, ପବିତ୍ରାପା ତୈଳରେ |୩|

    ଯୀଶୁ ହେ ଆଗାମୀ ରାଜନ,
    ତବ ର ଧୋଇ ମୋତେ କର ନୂତନ
    ଯେହ୍ନ ମିଳିବି ସେ ଶୁଭଦିନେ ପୁଲକିତ ପ୍ରାଣରେ
    ଯୀଶୁ ! ତବ ସାଥିରେ I୪I

    ସୂଚୀମାଳାକୁ ଫେରନ୍ତୁ

  • bada sankata ra dino

    ବଡ ସଙ୍କଟର ଦିନ ଆସିବ ଦିନ ଆସିବା
    ତେବେ କେଉଁଠାରେ ତୁମେ ଲୁଚିବ (ଘୋଷା)

    ପର୍ବତ କନ୍ଦରେ ଲୁଚିଲେ ଯାଇ
    ଲୁଚାଇ ତୋତେ ପାରିବ ନାହିଁ ।
    ପ୍ରଭୁ ଯୀଶୁ ଚରଣେ ଅରପି ଦେବ (ସେ ଦିନ) … |୧|

    ଗଭୀର ବାରି ଭିତରେ ବୁଡ଼ି
    ଅପାର ଜଳରାଶି ଥିଲେ ହେ ମାଡି
    ଥରହରେ ବାରି ଦେଖାଇ ଦେବ (ସେ ଦିନ) … |୨|

    ସରଗ ମରତ ପାତାଳପୁର
    ସବୁ ତ କୃତ ଅଟେ ତାଙ୍କର
    ଆଉ ଲୁଚିବାର ସ୍ଥାନ ନଥିବ (ସେ ଦିନ) . |୩|

    ବିଚାର ସିଂହାସନର କତି ।
    ଉଭା ହୋଇବେ ଯାଇ ସରିବ ଜାତି
    କହ କିସ ବୋଲି ଉତ୍ତର ଦେବ (ସେ ଦିନ) . I୪I

    ସୂଚୀମାଳାକୁ ଫେରନ୍ତୁ

  • swarga jahara singhasana

    ସ୍ଵର୍ଗ ଯାହାର ସିଂହାସନ ପୃଥିବୀ ଯାହାର ପାଦପୀଠ…ମୁଁ…
    ସେହି ପ୍ରିୟ ଯୀଶୁ ପାଦ ତଳେ
    ଭକତି ଅଞ୍ଜଳି ଢ଼ାଳେ … ମୁଁ … (ଘୋଷା)

    ଯେ ନାମରେ ଅନ୍ଧ ଦେଖିଥିଲା,
    ସେ ନାମରେ ଛୋଟା ଚାଲିଥିଲା
    ସେହି ନାମ ମୋର ଜୀବନ ସଂଗୀତ
    ସେ ନାମେ ଶାନ୍ତି ମିଳେ … ମୁଁ … |୧|

    ସେ ନାମକୁ ମୃତ୍ୟୁ ଡରିଥିଲା ପାପ ଅମାନିଶା ପାହିଗଲା
    ପାଇଛି ସେ ନାମ ଦେଇ ମୋ ଜୀବନ
    ତାଙ୍କରି ଚରଣ ତଳେ… ମୁଁ … |୨|

    ସୂଚୀମାଳାକୁ ଫେରନ୍ତୁ

  • samarpibi jishupade jaha achi

    ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
    କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର (ଘୋଷା)

    ସବୁ ମୁଁ ଦେବି ସମର୍ପି ଦେବି
    ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି … I୧I

    ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
    ଲୋଡ଼ା ନାହିଁ ପୃଥିବୀରେ ସୁଖ ଯେତେ ଜୀବନେ |୨|

    ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
    ତବ ପୁଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର… |୩|

    ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
    ରଖି ପ୍ରାଣ ପ୍ରେମେ ତୁମ ଢ଼ାଳି ଦେଇ ସର୍ବସ୍ I୪|

    ସବୁ ଦେବି ଯୀଶୁ ପାଦେ ଘେନି ପୁଣ୍ୟ ଆଲୋକ
    ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ |୫|

    ସୂଚୀମାଳାକୁ ଫେରନ୍ତୁ

  • dekho dekho kiye asuchanti

    ଦେଖ ଦେଖ କିଏ ଆସୁଛନ୍ତି ମହା ଗୌରବରେ ଆସୁଛନ୍ତି
    ଚକ୍ଷୁ ଉଠାଇ ଉଦ୍ଧିକୁ ଦେଖା
    ଆମ ଯୀଶୁ ରାଜା ଆସୁଛନ୍ତି (ଘୋଷା)

    କେଡ଼େ ସୁନ୍ଦର ଏ ସାଜସଜା
    ସରଗର ବିଭବରେ ସଜ୍ଜା
    ବାଜା ବାଜୁଛି ଦୃତ ଗାଉଛି
    ଗଉରବେ ଯୀଶୁ ଆସୁଛନ୍ତି… |୧|
    ଆଉ ନାହିଁ ତ ସେ କଣ୍ଟା ମୁକୁଟ
    ବର ବେଶରେ ଏବେ ସଜିତ
    ବଧୁ ସାଜିଛି ଗୁଣେ ଭରିଛି
    କନ୍ୟା ନେବେ ବର ଆସୁଛନ୍ତି । ୨ ||

    ସୂର୍ଯ୍ୟ ଚନ୍ଦ୍ର ନାହାନ୍ତି ଉଦ୍ଧରେ
    ମଲା ପଡ଼ିନି ଦେହ ସେଠାରେ
    ଭୟ ରହିଛି ହୃଦ କଂପୁଛି
    ନ୍ୟାୟ ଦେବେ ଯୀଶୁ ଆସୁଛନ୍ତି… |୩|

    ଏହି ପୃଥିବୀ ଲୋପ ପାଇବା
    ଏକ ନୂଆ ଦୁନିଆ ସୃଷ୍ଟି ହୋଇବ
    ସବୁ ନୂଆ ହେବ ସୃଷ୍ଟି ନୂଆ ହେବ
    ରାଜ୍ୟ କରିବେ ଯୀଶୁ ଆସୁଛନ୍ତି I୪I

    ସୂଚୀମାଳାକୁ ଫେରନ୍ତୁ

  • ame re khristiyo sayino

    ଆମେରେ ଖ୍ରୀଷ୍ଟିୟ ସଇନ ହଟିବାନି କେବେ ପଛେ
    ଆମେରେ ଉଯୋଗୀ ସଇନ ମୁକ୍ତିର ମଶାଲ ହାତେ (ଘୋଷା)

    ଆମ ସେନାପତି ତ୍ରିପୁର ବିଜୟୀ
    ତ୍ରିପୁର ବିଜୟୀ ସେ ମୃତ୍ୟୁଞ୍ଜୟୀ
    ସ୍ଵର୍ଗପୁର ତ୍ୟାଗୀ ଆସିଲେ ଓହ୍ଲାଇ ରାଜୀବରେ
    ଶାନ୍ତି ମୈତ୍ରୀ ଏ ଭବେ |୧|

    ଆମ ହାତେ ଜଳେ ଆଲୋକ ବତୀକା
    ଲଲାଟେ ଶୋଭେ ବିଜୟର ଟୀକା
    ନାଶିବୁ ଆମେ ବ୍ୟାବଳ ଶକତି
    ଉଡ଼ାଇ ବିଜୟ ପତାକା ନଭେ |୨|

    ଜାଗରେ ଜାଗରେ ସୁପ୍ତ ଜନତା
    ଜାଗରେ ଆବାଳ-ବୃଦ୍ଧ-ବନିତା
    ଜାଗି ଉଠୁ ଆଜି ଏ ନବ ଭାରତୀ
    ଜାଗି ଉଠୁ ଆଜି ନବ ଶକତେ |୩|

    ସୂଚୀମାଳାକୁ ଫେରନ୍ତୁ

  • pade pade chaluchi mu

    ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେ
    ମୁହିଁ ପଡ଼ିଗଲେ ଧୂଳି ଝାଡି ତୋଳି ନିଅ ହାତେ … (ଘୋଷା)

    ଜୀବନର ପ୍ରତି କ୍ଷଣେ ତୁମ ମୁଖ ଚାହିଁ
    ଚାଲିବି ମୁଁ ତବ ପଦ ଚିହ୍ନି ପାଦ ଦେଇ
    ଦୁର୍ବଳତା କେତେ ମୋର ଆସେ ଯେବେ ଘେରି
    ବଢ଼ାଅ ମୋ ଶକ୍ତି ତବ ବାକ୍ୟ ଦାନ କରି
    ପଥ ଚଲା ଶିଖାଅ ହେ ମୋତେ | ୧ |

    ରହିଯାଏ ପଥେ ଯେବେ ପଥ ଚାଲିବାରେ
    କ୍ଲାନ୍ତି ମୋର କ୍ଷମା କରି ନିଅ ଗୋ ସାଥିରେ
    ଯାତ୍ରା ଶେଷେ ବୁଜିବି ମୁଁ ଆଖି ତବ କୋଳେ
    ଅନନ୍ତ ବିଶ୍ରାମ ତହିଁ ଲଭିବି ଆପାରେ
    ଗାଉଥିବି ପ୍ରଶଂସା ନିରତେ |୨|

    ସୂଚୀମାଳାକୁ ଫେରନ୍ତୁ

  • mote bhala lage jishu namo

    ମୋତେ ଭଲ ଲାଗେ ଯୀଶୁ ନାମ
    ସେ ମଧୁର ନାମ ସେହି ସୁଧା ନାମ
    ଜଗତରେ ଯୀଶୁ ନାମ ସବୁଠାରୁ ଅନୁପମ (ଘୋଷା)

    ସେ ନାମରେ ଶାନ୍ତି ସେ ନାମେ ମୁକତି
    ଅତୁଳ ସେ ନାମ ଅମର ସେ ନାମ
    ସେଥିପାଇଁ ଭଲ ଲାଗେ ସବୁ ନାମଠାରୁ ଯୀଶୁ ନାମ … |୧|

    ସେହି ନାମ ଜପି ବିତୁ ଦିନ ରାତି
    ବିନା ସେହି ନାମ ବୃଥା ଏ ଜୀବନ
    ଦୀନହୀନ ପାପୀ ପାଇଁ ଯୀଶୁ ନାମେ ଅଛି ପରିତ୍ରାଣ … |୨|

    ସୂଚୀମାଳାକୁ ଫେରନ୍ତୁ

  • sadhu enne kaividathe /സാധു എന്നെ കൈ വിടാതെ

    സാധു എന്നെ കൈ വിടാതെ
    നാഥനെന്നും നടത്തിടുന്നു (2)

    കണ്ണുനീരിന്‍ താഴ്വരയില്‍
    കരയുന്ന വേളകളില്‍
    കൈവിടില്ലെന്‍ കര്‍ത്തനെന്‍റെ
    കണ്ണുനീരെല്ലാം തുടയ്ക്കും
    (സാധു എന്നെ ..)

    കൊടുംകാറ്റും തിരമാലയും
    പടകില്‍ വന്നാഞ്ഞടിക്കും
    നേരമെന്‍റെ ചാരെയുണ്ട്
    നാഥനെന്നും വല്ലഭനായ്‌
    (സാധു എന്നെ ..)

    വിണ്ണിലെന്‍റെ വീടൊരുക്കി
    വേഗം വന്നിടും പ്രിയനായ്‌
    വേല ചെയ്തെന്‍ നാള്‍കള്‍ തീര്‍ന്ന്
    വീട്ടില്‍ ചെല്ലും ഞാനൊടുവില്‍
    (സാധു എന്നെ ..)

    Saadhu Enne kai vidathe
    Nadhanennum nadathidunnu

    Anthyatholam chirakadiyil avan kaathidum dharayil
    Aapathilum rogathilum avanaanenikkabhayam
    (sadhu…)

    Kannuneerin thaazhvarayil karayunna velakalil
    Kai vidillen karthanente kannuneerellam thudakkum
    (sadhu…)

    Kodumkaattum thiramaalayum padakil vannanjadikkum
    Neramente chareyundu Nadhanennum vallabhanay
    (sadhu…)

    Vinnilente veedorukky vegam vannidum priyanay
    Vela cheythen naalkal theernnu veettil chellum njan oduvil
    (sadhu…)

    go back to index

  • njan ninne kaividumo /ഞാന്‍ നിന്നെ കൈവിടുമോ

    ഞാന്‍ നിന്നെ കൈവിടുമോ
    ഒരുനാളും മറക്കുമോ? (2)
    ആരു മറന്നാലും മറക്കാത്തവന്‍
    അന്ത്യത്തോളം കൂടെയുള്ളവന്‍ (2)
    (ഞാന്‍ നിന്നെ..)

    കാക്കയാലാഹാരം നല്‍കിയവന്‍
    കാട പക്ഷികളാല്‍ പോറ്റിയവന്‍ (2)
    കാണുന്നവന്‍ എല്ലാം അറിയുന്നവന്‍
    കണ്മണി പോലെന്നെ കാക്കുന്നവന്‍ (2)
    (ഞാന്‍ നിന്നെ..)

    മരുഭൂമിയില്‍ മന്ന ഒരുക്കിയവന്‍
    മാറയെ മധുരമായ്‌ തീര്‍ത്തവന്‍ (2)
    മാറാത്തവന്‍ ചിറകില്‍ മറയ്ക്കുന്നവന്‍
    മഹത്വത്തില്‍ എന്നെ ചേര്‍ക്കുന്നവന്‍ (2)
    (ഞാന്‍ നിന്നെ..)

    Njan ninne kai vidumo
    Oru naalum marakkumo (2)
    Aaru marannalum marakkathavan
    Anthyatholavum koode ullavan (2)
    (njan ninne …)

    Kaakkayal aaharam nalkiyavan
    Kaada pakshikalal pottiyavan (2)
    Kaanunnavan ellam ariyunnavan
    Kanmani polenne kaakkunnavan (2)
    (njan ninne …)

    Marubhoomiyil manna orukkiyavan (2)
    Maaraye madhuramay theerthavan
    Maarathavan chirakil marakkunnavan
    Mahathwathil enne cherkkunnavan (2)
    (njan ninne…)

    go back to index