Tag: malayalam christian song lyrics

  • bujhi akhi jebe mu tumo

    ବୁଜି ଆଖି ଯେବେ ମୁଁ ତୁମ ଦେଖାଏ
    କର ମୋତେ ଚକ୍ଷୁହୀନ (ପ୍ରଭୁ)
    ଧନ ପାଇଁ ଯେବେ ମୁଁ ତୁମକୁ ହରାଏ
    ଲୋଡା ନାହିଁ ସେହି ଧନ (ମୋର)
    ମାନ ପାଇଁ ଯେବେ ମୁଁ ତୁମକୁ ହରାଏ
    ଲୋଡ଼ା ନାହିଁ ସେହି ମାନ (ଘୋଷା)

    ଯାଉ ଦାରା ସୁତ ନଗଣ୍ୟ ସମ୍ପଦ
    ଯାହା ଘେନି ମୋର ମାନ,
    ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ
    ନାହିଁ ତହିଁ ଅଭିମାନ |୧|

    କର ପ୍ରଭୁ ମୋତେ ସବୁଠାରୁ ସାନ,
    ମାଟିଠାରୁ କର ହୀନ
    ଯାଉ ଜ୍ଞାନ, ମାନ ଆତ୍ମୀୟ ସ୍ଵଜନ
    ଥାଉ ମୋର ଯୀଶୁ-ଧନ |୨|

    କଣ୍ଟକ ମୁକୁଟ ହେଉ ମୋ ଭୂଷଣ
    କୁଶ ହେଉ ମୋର ସ୍ଥାନ,
    ଅପମାନେ ଯେବେ ତୁମକୁ ମୁଁ ଲଭେ
    ତାହା ଶ୍ରେଷ୍ଠ ସନମାନ |୩|

    ତୁମରି ସେବାରେ ମତି ମୋର ଥାଉ
    ହେ ଜୀବ ଜୀବନ ସଖା,
    ପବିତ୍ର ଜୀବନ କାଟିବି ଯେସନ
    କର ଏହି ବର ଦାନ |୪|

    ସୂଚୀମାଳାକୁ ଫେରନ୍ତୁ

  • mane ki bhabicha bhai

    ମନେ କି ଭାବିଛି ଭାଇ ବିନା ଯୁଦ୍ଧ ସ୍ଵର୍ଗ ଯିବ ?
    ଅକ୍ଷୟ ମୁକୁଟ ତୁମେ ବିନା ଛେଶେ ପ୍ରାପ୍ତ ହେବ ?
    ଯିବା ପାଇଁ ସ୍ଵର୍ଗପୁରୀ ନାହିଁ କି ପଥରେ ଅରି ?
    ଗଲା କି ପ୍ୟାବଳ ମରିଗଲା କି ବିପଦ ତବ ? |୧|

    ତୋର ତ୍ରାଣ-ସେନାପତି ଯେବେ ଯୁଝି ଦିନରାତି।
    ଜୀବନେ ଲଭିଲେ ଖ୍ୟାତି ଧରି ଶରୀର ମାନବ
    ଦାସ ହୋଇ ତୁମେ ତାର ବିନା ୟୁକେ କି ପ୍ରକାର? |୨|

    ତାଳପତ୍ର ଧରି ହାତେ ସ୍ଵର୍ଗପୁରେ ପ୍ରବେଶିବ ?
    ନା, ନା, ଭାଇ ଭ୍ରାନ୍ତି ତେଜ ଧର୍ମ-ଯୁଦ୍ଧ-ସାଜେ-ସାଜ
    ପ୍ରଭୁ ଯୀଶୁ-ପ୍ରେମେ ମଜ ଯୁଦ୍ଧ ଜୟୀ ନିଶ୍ଚ ହେବ |୩|

    ସୂଚୀମାଳାକୁ ଫେରନ୍ତୁ

  • mu ate priya jishunkara

    ମୁଁ ଅଟେ ପ୍ରିୟ ଯୀଶୁଙ୍କର ମୁଁ ଚିର ତାଙ୍କର
    ତାଙ୍କ ରକତେ କିଣି ମୋତେ କଲେ ସେ ନିଜର
    ହାଲିଲୁୟା ହୋଶାନ୍ତା
    ଜୟ ପ୍ରଭୁ ଯୀଶୁଙ୍କର (ଘୋଷା)

    ମୁଁ ଅଟେ ତାଙ୍କର ସନ୍ତାନ ଲଭି ନୂଆ ଜନମ
    ଜୀବନ ପୁସ୍ତକେ ନାମ ମୋର ଏଣୁ ମୁଁ ତାଙ୍କର |୧|

    ମୁଁ ଅଟେ ତାଙ୍କ ମନୋନୀତ, ଆତ୍ମାରେ ଅଭିଷିକ୍ତ
    ଆସୁଛନ୍ତି ନେବାକୁ ମୋତେ, ଯୀଶୁ ଆଗାମୀ ବର |୨|

    ମୁଁ ଅଟେ ଏକ କ୍ଷୁଦ୍ର ଅଙ୍ଗ, ତାଙ୍କ ଶରୀରର
    ଯେ ମୋର ପ୍ରଭୁ ଓ ତ୍ରାଣକର୍ତ୍ତା, ଏଣୁ ମୁଁ ତାଙ୍କର |୩|

    ମୁଁ ନୁହେଁ ଆଉ କାହାର କି ଅବା ନିଜର
    ଶରୀର ଆତ୍ମା, ପ୍ରାଣ ମୋର ସବୁ ହିଁ ତାଙ୍କର |୪|

    ହାଲେଲୁୟା ଗାଇବି ତାଙ୍କ ପଛେ ଚାଲିବି
    ତାଙ୍କରି କଥା ମାନିବି ଏଣୁ ମୁଁ ତାଙ୍କର |୫|

    ସୂଚୀମାଳାକୁ ଫେରନ୍ତୁ

  • kede aparadha kali

    କେଡେ ଅପରାଧ କଲି ଆଜ୍ଞା ଇଂଘିଲି,
    କାଳ କବଳାୟତ ହୋଇଲି (ଘୋଷା)

    ଧର୍ମଦ୍ରୋହୀ ହୋଇଲି, ପାପ ରଙ୍ଗ ମଜିଲି,
    କାମ, କ୍ରୋଧ, ଲୋଭ, ମୋହ, ମନ୍ଦାନ୍ଧ ହେଲି,
    ସପନକୁ ତ ସତ୍ୟ ମଣିଲି |୧|

    ସାଧୁସଙ୍ଗ ଛାଡ଼ିଲି, ଖଣ୍ଟ ହସ୍ତେ ପଡିଲି,
    ବିବେକ ମନା ନ ମାନି ପାଷାଣ୍ଡ ହେଲି,
    ନିଜ ହସ୍ତେ ସୃଜିହ୍ଵା ଛେଦିଲି |୨|

    କାୟ ମନୋବାଜ୍ୟରେ କୁସିତ ଆଳାପରେ,
    ସଦା ଦୋଷୀ ହୋଇ ନିଜ ଆମା ଭୁଲିଲି,
    ପର ଗତି ତିଳେ ନ ଭାଳିଲି |୩|

    ହେ ଯୀଶୁ କ୍ଷମାବାନ ପତିତର ପାବନ,
    ତୁମ ବିନୁ ତ୍ରାଣକର୍ତ୍ତା ମୁଁ ନ ପାଇଲି,
    ଶ୍ରୀଚରଣେ ଶରଣ ପଶିଲି |୪|

    ସୂଚୀମାଳାକୁ ଫେରନ୍ତୁ

  • taku bhulilu kire

    ତାକୁ ଭୁଲିଲୁ କିରେ
    ତୋ ପାଇଁ ଯାହାର ନେତୁ ଲୋତକ ଝରେ

    ତୋ ଚିନ୍ତାରେ ହୋଇ ଭାରି ସରଗ ସୁଖ ବିସୋରୀ,
    ଦେଇଛି ରକତ ଢ଼ାଳି ପ୍ରେମେ କୁଶରେ |୧|

    ହାତ, ପାଦେ, ଲୁହା ପ୍ରେକ, ମୁଣ୍ଡରେ କଣ୍ଟା ମୁକୁଟ,
    ଦାରୁଣ କୁମ୍ଭ ( ବର୍ଦ୍ଧା) ଆଘାତ ଯାର ବକ୍ଷରେ |୨|

    ଶୋକ, ସନ୍ତାପ ଦୁଦ୍ଦିନେ ସଙ୍କଟ ବିଜନ ବନେ
    ଅବତରି ସଂଗୋପନେ ଉଦ୍ଧରି ଧରେ |୩|

    ତୁ ତାକୁ ପାଶୋରି ଗଲେ ସେ ତୋତେ ତିଳେ ନ ଭୁଲେ
    ଲୁଚି ରହି ଅନ୍ତରାଳେ କାନ୍ଦେ ଆକୁଳେ |୪|

    ମୃତ୍ୟୁ ଛାୟା ଘେରା ପଥେ ବିଜୟ ମଣ୍ଡିତ ରଥେ
    ସାରଥି ହୋଇ ତୋ ସାଥେ ଚାଲେ ମନ୍ତ୍ରରେ |୫|

    ସୂଚୀମାଳାକୁ ଫେରନ୍ତୁ

  • bodhao bodhao jishu tumbho

    ବଢାଅ ବଢାଅ ଯୀଶୁ ତୁମ୍ଭ ପ୍ରତି ପ୍ରେମ ଭକ୍ତି,
    ଏହି ଭିକ୍ଷା ଶ୍ରୀଚରଣେ ନାହିଁ ଆଉ ଅନ୍ୟ ଗତି (ଘୋଷା)

    ପାର୍ଥିବ ବସ୍ତୁରେ ନାନା ପ୍ରଚୁର ଥୁଲା ବାସନା,
    ଯାଇଛି ସେ ଦିନ ମୋର ଯାଇଛି ସେସବୁ ପ୍ରୀତି |୧|

    ସୁଖ ସଂପଦ ଚାହେଁନା କେବଳ ଏହି ପ୍ରାର୍ଥନା,
    ବଢ଼େ ଯେହ୍ନେ ପ୍ରତିଦିନ ତୁମ ପ୍ରତି ପ୍ରେମ ଭକ୍ତି |୨|

    ଦୁଃଖରେ କାତର ନୁହେଁ ଯଦି ତୁମ ଦୟା ପାଏ,
    ତୁମରି ପ୍ରେମରେ ମୋର ମନେ ହେବ ଶାନ୍ତି ତୃପ୍ତି |୩|

    ଆସ ଦୁଃଖ ତାପ ନାନା ଆସ ଯାତନା ବେଦନା,
    ସବୁ ମିଳି ଏକ ସଙ୍ଗେ ବଢ଼ାଅ ମୋ ପ୍ରେମ ଭକ୍ତି |୪|

    ସୂଚୀମାଳାକୁ ଫେରନ୍ତୁ

  • jishu tumoku chahen

    ଯୀଶୁ ତୁମକୁ ଚାହେଁ ମୋ ଜୀବନ ଦେଖାଏ,
    ତବ ଆମା ପୂଣ୍ଠଦାନ, କରି ମୋତେ ପ୍ରଦାନ (ଘୋଷା)

    ଆଉ ଚାହେଁ ତୁମରେ ହି, ଚାହେଁ ତୁମରେ,
    ଆହୁରି ହୃଦେ ଚାହେଁ ତୁମ ପ୍ରେମେ ଡୁବିଯାଏ
    ଆଉ ତୁମ ଅଭିଳାଷ, ହୃଦରେ କର ବିକାଶ,
    ତୁମର ବିନା ଆନ ନାହିଁ ମୋ ପ୍ରୟୋଜନ |୧|

    ତବ ବାକ୍ୟ ମଧୁମୟ ହେଉ ମୋ ଅତି ପ୍ରିୟ
    ଶୁଣି ମୁଁ ତା ସ୍ବର୍ଗୀୟ ସୁଖେ ହେବି ତନ୍ମୟ
    ତୁମ କୁଶ-ଗୌରବ ମୃତ୍ୟୁଞ୍ଜୟୀ ପ୍ରଭାବ
    ଗାଇବି ନିରନ୍ତର ଯୁଗେ ଯୁଗେ ତୁମର |୨|

    ସୂଚୀମାଳାକୁ ଫେରନ୍ତୁ

  • kede prama kala jishu

    କେଡ଼େ ପ୍ରେମ କଲ ଯୀଶୁ ହେ ସୁନ୍ଦର
    ଛାର ପାପୀର ନିମିତ୍ତେ ତୁମ ପରାଣ ଦେଲ (ଘୋଷା)

    ଛକି କାଠେ ଚଢ଼ିଲ ବର୍ଦ୍ଧାଘାତ ପାଇଲ,
    କାଖତକୁ ବହିଲା ଧାର ଧାର ରୁଧୁର |୧|

    ହାତ, ପାଦେ ପ୍ରେକ ମାଡ,
    ମଥା ଉପରେ କଣ୍ଟା ବାଡ, ମଥା ପରେ କଣ୍ଟା ବାଡ,
    ଶୋଷେ ହୋଇଲ ବ୍ୟାକୁଳ କି ଦୁଃଖ ଭୋଗିଲ |୨|

    ଯୀଶୁ ନାହିଁ କେ ତୁମ ପରି,
    ପର ଲାଗି ନିଜେ ଗୋ ମରି, ପର ଲାଗି ନିଜେ ମରି,
    ବିଶ୍ୱ-ମଙ୍ଗଳ ବିହିଲ ସତ୍ୟ-ପଥ ରଚିଲ |୩|

    ସୂଚୀମାଳାକୁ ଫେରନ୍ତୁ

  • Rakshithavine Kaanka paapi /രക്ഷിതാവിനെ കാൺക പാപി!

    രക്ഷിതാവിനെ കാൺക പാപി!
    നിന്റെ പേർക്കല്ലയോ ക്രൂശിന്മേൽ തൂങ്ങുന്നു

    കാൽവറി മലമേൽ നോക്കൂ നീ
    കാൽകരം ചേർന്നിതാ ആണിമേൽ തൂങ്ങുന്നു

    ധ്യാനപീഠമതിൽ കയറി
    ഉള്ളിലെ കണ്ണുകൾ കൊണ്ടു നീ കാണുക

    പാപത്തിൽ ജീവിക്കുന്നവനെ
    നിന്റെ പേർക്കല്ലയോ തൂങ്ങുന്നീ രക്ഷകൻ

    തള്ളുക നിന്റെ പാപമെല്ലാം
    കള്ളമേതും നിനക്കേണ്ട നിന്നുള്ളിൽ നീ

    ഉള്ളം നീ മുഴുവൻ തുറന്നു
    തള്ളയാമേശുവിൻ കൈയിലേൽപ്പിക്ക നീ

    Rakshithavine kaanka paapi
    Ninte perkallayo krusinmel thungunnu

    Kaalvari malamel noku nee
    Kaalkaram chernnitha aanimel thungunnu

    Dhyana peedamathil kayari
    Ullile kannukal kondu nee kaanuka

    Paapathil jeevikunnavane
    Ninte perkallayo thungunnee rekshakan

    Thalluka ninte paapamellam
    Kallamethum ninackenda ninnullil nee

    Ullam nee muzhuvan thurannu
    Thallayam’yeshuvin kaiyil elpikka nee

    go back to index

    Lyrics: T.J. Varkey

  • Maravidamay enikeshuvund /മറവിടമായെനിക്കേശുവുണ്ട്

    മറവിടമായെനിക്കേശുവുണ്ട്
    മറച്ചിടുമവനെന്നെ ചിറകടിയിൽ
    മറന്നിടാതിവിടെന്നെ കരുതിടുവാൻ
    മാറാതെയവനെന്റെ അരികിലുണ്ട്

    അനുദിനവും അനുഗമിപ്പാൻ
    അവൻ നല്ല മാതൃകയാകുന്നെനിക്ക്
    ആനന്ദജീവിത വഴിയിലിന്ന്
    അനുഗ്രഹമായെന്നെ നടത്തിടുന്നു

    പലവിധമാം എതിരുകളെൻ
    പാതയിലടിക്കടി ഉയർന്നിടുമ്പോൾ
    പാലിക്കും പരിചോടെ പരമനെന്നെ
    പതറാതെ നിൽക്കുവാൻ ബലം തരുന്നു

    വിളിച്ച ദൈവം വിശ്വസ്തനല്ലോ
    വഴിയിൽ വലഞ്ഞു ഞാനലയാനിട
    വരികയില്ലവനെന്നെ പിരികയില്ല
    വലതുകൈ പിടിച്ചെന്നെ നടത്തിടുന്നു

    ഇതാ വേഗം ഞാൻ വാനവിരിവിൽ
    ഇനിയും വരുമെന്നരുളിച്ചെയ്ത
    ഈ നല്ല നാഥനെ കാണുവാനായ്
    ഇരവും പകലുമെണ്ണി വസിച്ചിടുന്നു.

    Maravidamay enikkeshuvundu
    Marachidum avanenne chirakadiyil
    Marannidathividenne karuthiduvan
    Maarathe avanente arikil undu

    Anudhinavum anugamippan
    Avan nalla maathruka aakunnenikku
    Aanandha jeevitha vazhiyil innu
    Anugrahamay enne nadathidunnu

    Pala vidhamam ethirukal en
    Paathayil adikkadi uyarnnidumbol
    Paalikkum parichode paramam enne
    Patharathe nilkkuvan balam tharunnu

    Vilicha Daivam viswasthanallo
    Vazhiyil valanju njan alayanida
    Varikayillavanenne pirikayilla
    Valathu kai pidichenne nadathidunnu

    Itha vegam njan vaana viravil
    Iniyum varumennu aruli cheytha
    Ee nalla Nadhane kaanuvaanay
    Iravum pakalum enni vasichidunnu

    go back to index

    Lyrics : Charles John

    https://www.youtube.com/watch?v=IW6Wys0xU2A