antaru mo jhare anutapa ଅନ୍ତରୁ ମୋ ଝରେ ଅନୁତାପ ନୀର

ଅନ୍ତରୁ ମୋ ଝରେ ଅନୁତାପ ନୀର
କ୍ଷମାକର ପ୍ରଭୁ (୩ଥର) ପାପ ମୋର …(ଘୋଷା)

ପ୍ରତିଜ୍ଞା କରି ମୁଁ ପାରି ନାହିଁ ରଖି
ନିଜ ପ୍ରାଣେ କରିପ୍ରେମ ତୁମକୁ ଉପେକ୍ଷି
ଗରବ ଗାରିମା…..ଆ…. ଦୁର କର ମୋର
ଏହି ମୋ ବିନତି (୩ଥର) ଶ୍ରୀ ପୟରେ …|୧|

କି କରିବି ଏହି ଜୀବନକୁ ନେଇ
ଅପରାଧୀ ମୁହି ପ୍ରଭୁ ମଥା ଯାଏ ନଇଁ
ଜାଣି ଶୁଣି ପ୍ରଭୁ….ଉ… କଲି ମୁଁ ଅସ୍ବୀକାର
ଥରେ ନୁହେଁ ପ୍ରଭୁ ୩ଥର) ଦୁଇ ଥର … |୨|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *