Aa pasora se premaku ଅ ପାସୋରା ସେ ପ୍ରେମକୁ

ହୋ… ହୋ…ହୋ…
ଅ… ପାସୋରା ସେ… ପ୍ରେମକୁ (୨ଥର)
ମୁଁ ପାଇଚି — (୨ଥର)
ହଜି ମୁଁ ଯିବି ହୋ… ମଜି ମୁଁ ଯିବି
ହଜି ମୁଁ ଯିବି ମଜି ମୁଁ ଯିବି
ଗାଉଥିବି ମୋ ଜୀବନ ସାରା
ତୁମ ପ୍ରେମର ସେ ଧାରା ସେହି ଏକା ମୋ ସାହାରା
ଅ… ପାସୋରା ସେ… ପ୍ରେମକୁ
ମୁଁ ପାଇଚି —(୨ଥର)

ଗଲଗଥା ପରେ ଝରଇ… ଆଜି ବି ସେ ରକ୍ତ ଧାର
ଚାହିଁ ଦେଖ ଫେରି ଥରେ…ଝରୁଛି ପ୍ରେମର ଝର…
ହୋ… ହୋ…ହୋ… (୨ଥର)
ଫେରିଆ ତୁ ବାରେ… ସେ ପ୍ରେମ ଉହାଡ଼େ
ପ୍ରସାରିତ ବାହୂ କହେ ହୋ…(୨ଥର)
ଅ… ପାସୋରା ସେ… ପ୍ରେମକୁ
ମୁଁ ପାଇଚି (୨ଥର)

ଶୂନ୍ୟ ସମାଧି କହଇ…ଭାଙ୍ଗିଛି ମୃତ୍ୟୁ ନାହୁଡ଼
ଦେଖ ଯୀଶୁ ସଂଜୀବିତ…ସେ ଏକା ମୁକ୍ତିର ପଥ ହୋ…
ପ୍ରେମରେ ସେ ତୋତେ…ତୋଳିନେବେ ହାତେ
ଅନନ୍ତ ଜୀବନ ପଥେ…
ଅ… ପାସୋରା ସେ… ପ୍ରେମକୁ
ମୁଁ ପାଇଚି — (୨)

ସୂଚୀମାଳାକୁ ଫେରନ୍ତୁ

Comments

  1. SIMIYA GAMANGA Avatar

    Please nua nua gita uplowde karantu

    1. Get Christian Lyrics Avatar

      yes sir. mu odia nua geeta paiparuni. chesta karuchi jaldi paiba pain. kehi jodi help karibe bhala hei thanta. kichi nua geeta ra naamo send karantu please.

  2. Priyaman Raika Avatar
    Priyaman Raika

    Super apps
    ମୋତେ ବହୁତ ଭଲ ଲାଗୁଛି ଏହି ଆପ୍ଲିକେସନ୍
    ଏହି ପରି ଇଶ୍ଵରଙ୍କ ଦିଗରେ ଆହୁରି ଆଗକୁ ବଢ଼ିବାରେ ଇଶ୍ଵର ଆଶିର୍ବାଦ କରନ୍ତୁ (ଆମେନ୍)

    1. Get Christian Lyrics Avatar

      thank you very much Priyaman. We are happy to hear from you. May God bless You abundantly

  3. Ajitasabar Avatar

    So Beautiful song lyrics

  4. David gold Avatar
    David gold

    Jo ye application/oops jisne bonaya hai uska poribar or usko sarbo sakti man parmewar bahut asish borkat de AMEN

Leave a Reply

Your email address will not be published. Required fields are marked *