prathana amo pode tumo

ପ୍ରାର୍ଥନା ଆମ ପଦେ ତୁମ
ଏହି ଜଗତରେ, ତୁମରି ରାଜ୍ୟ ଆସୁ (୨ ଥର)
ହା….ଲେ…..ଲୁ….ୟା … (ଘୋଷା)

କହିଗଲ ତୁମେ ସାକ୍ଷୀ ହେବା
ଘେନି ମୋର ନାମ
ଦେଖ ଏ ଯୁଗର ଶେଷ ଯାଏ
ମୁଁ ଅଛି ସାଥେ ତୁମ
ସ୍ମରଣ କରି ସେ ଶପଥ (୨ ଥର)
କରୁ ନିବେଦନ
ତୁମରି ରାଜ୍ୟ ଆସୁ (୨ ଥର)…. |୧|

ତୁମ ରାଜ୍ୟ ଆଉ ଧାର୍ମିକତା
କରିବୁ ଅକ୍ଳେଷଣ ଅନ୍ବେଷନ
ତୁମରି ସେବାରେ ଏ ଜୀବନ
କରିବୁ ସମର୍ପଣ
ଶିଖାଇଲ ଯେଉଁ ପ୍ରାର୍ଥନା ( ୨ ଥର)
କରୁ ନିବେଦନ
ତୁମରି ରାଜ୍ୟ ଆସୁ (୨ ଥର)…. |୨|

ସୂଚୀମାଳାକୁ ଫେରନ୍ତୁ

Comments

  1. Bapi sardar Avatar
    Bapi sardar

    Nice song and jesus save you

  2. Dipty Kumar Hemram Avatar
    Dipty Kumar Hemram

    ଇଶୁଶାହାୟ…

  3. P K Prayash Avatar
    P K Prayash

    Many songs are missing and spelling mistake of many words.

  4. ସନ୍ତୋଷ କୁମାର ମଳିକ Avatar
    ସନ୍ତୋଷ କୁମାର ମଳିକ

    ବହୁତ ଭଲ ଅଛି, କିନ୍ତୁ ଗୀତ ର ଓଡିଓ ଦେଲେ ଅନେକ ବିଶ୍ୱାସୀ ମାନେ ଉପକୃତ ହୋଇପାରିବେ l ଧନ୍ୟବାଦ

  5. Dalapati Mandal Avatar
    Dalapati Mandal

    Very nice song

Leave a Reply

Your email address will not be published. Required fields are marked *