Tume Eka Patha tume eka satya ତୁମେ ଏକା ପଥ ତୁମେ ଏକା ସତ୍ୟ

ତୁମେ ଏକା….. ପଥ …..ତୁମେ ଏକା ସତ୍ୟ
ତୁମ ଠାରେ ହିଁ…. ଜୀବନ…
ତୁମ ଠାରେ ହିଁ… ପ୍ରେମ….
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର.2.
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ…. ତୁମେ ଏକା ସତ୍ୟ….

ନିଜପ୍ରାଣ ଦେଇ ମତେ…. ଆପଣାର କଲେ ସେ
କେତେ ଦୁଃଖ ଯାତନ ସହିଲେ..ଆମ ପାପ ପାଇ ସେ
ଅଭୁଲା ପ୍ରେମ ତାଙ୍କରି ସବୁ ରି ଜୀବନ ପାଇ
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ…. ତୁମେ ଏକା ସତ୍ୟ….

ହେ ଯୀଶୁ ଦୟାର ସଗାର ତୁମ ବିନା କେହି ନାହିଁ ମୋର
ତୁମ ପାଇଁ ଦେବି ମୋର ପ୍ରାଣ ତୁମେ ହିଁ ଅନନ୍ତ ଜୀବନ
ଏ ଦିନ ମୋ ସବୁ ସମୟ ବିତିଯାଉ ତୁମ ପାଖେ ମୋର
ଆଉ କେହି ନାହିଁ ଏ ଜଗତେ ତୁମ ପରି ଈଶ୍ୱର..2..
ବଞ୍ଚିଥିବା ଯାଏ ରହୁଥିବି ତୁମ ସାଥେ ହିଁ ଈଶ୍ୱର
ତୁମେ ଏକା ପଥ…. ତୁମେ ଏକା ସତ୍ୟ….

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *